ଭୁବନେଶ୍ବର : ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍ ସୋ’। ବିଜେପି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଜନସାଧାରଣଙ୍କୁ ମାଗିଲେ ଭୋଟ୍। ଉଦ୍ୟାନବନ୍ଧ ଭୀମରାଓ ଛକ ଠାରୁ ରୋଡ୍ ସୋ’ରେ ବାହାରିଛନ୍ତି। କୋମନା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ସୋ କରିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଜୟ ଢୋଲକିଆ ସାମିଲ ଥିଲେ।
